ତିନି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା ।

0 319

ଶେରଗଡ,୧୯/୦୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ ପାଇଁ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନ କରୁଥିବାରୁ ଅନେକ ଆଶାୟୀ ଥିଲେ ଏଥିଯୋଗୁଁ ଛିଣ୍ଡିପାରୁନଥିଲା ଅଙ୍କ କିନ୍ତୁ ଶେଷରେ ପ୍ରାର୍ଥୀ ଚୟନ ହୋଇଛି ତିନୋଟି ଜିଲ୍ଲାପରିଷଦ ଜୋନ ପାଇଁ ୫୬ ନଂ ଜୋନ ପାଇଁ ଚିତ୍ତରଞ୍ଜନ ପାଣିଗ୍ରାହୀ,୫୮ ନଂ ଜୋନ ପାଇଁ ନିବେଦିତା ପ୍ରଧାନ,୫୮ ନଂ ଜୋନ ପାଇଁ ମନୋରମା ପୋଲାଇ ମନୋନୀତ ହୋଇଛନ୍ତି ।ସମସ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମନୋନୀତ କରିଥିବାରୁ ସମସ୍ତ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.