ଟ୍ରି ଫାଉଣ୍ଡେସନ ପକ୍ଷରୁ ମାସ୍କ ବଣ୍ଟନ ।

0 111

ଶେରଗଡ,(ପିପିଟି ନ୍ଯୁଜ୍)୨୪/୦୫, ଟ୍ରି ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀଙ୍କ ନେତୃତ୍ଵରେ ଶେରଗଡ ବ୍ଳକର ଶୋଭାଚନ୍ଦ୍ରପୁର, ଲକ୍ଷ୍ମୀନୃସିଂହପୁର ଓ ଅନନ୍ତପୁର ଠାରେ ମାସ୍କ ବଣ୍ଟନ କରାଯାଇଥିଲା ଏଥିସହ ସାବୁନ ରେ ହାତ ଧୋଇବା, ମାସ୍କ ପିନ୍ଧିବା,ସାମାଜିକ ଦୂରତା ରଖିବା ଓ ଏଣେତେଣେ ଛେପ ନ ପକାଇବା ଭଳି କୋରାନା ଭୂତାଣୁ ସମ୍ପର୍କିତ ସଚେତନତା କରାଯାଇଥିଲା ।ଏହି ସଚେତନତା କାର୍ଯ୍ୟକ୍ରମରେ ଟ୍ରି ଫାଉଣ୍ଡେସନ ର ସଭ୍ୟ କେଶବ କୁମାର ଡାକୁଆ, ବଳରାମ ପାଣିଗ୍ରାହୀ, ଗୋପାଳ ଜେନା ଓ ବାପୁନି ପଣ୍ଡା ସହଯୋଗ କରିଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.