ଯାଜପୁର,୧୧/୧୦(ପିପିଟି) : ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ନିର୍ଦ୍ଦେଶ କ୍ରମେ ଦାନଗଦି ବ୍ଲକ ୮ ନମ୍ବର ଯୋନ ଟମକା କିଆଁଝର ପାାଞ୍ଚୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଉଦଘାଟନ କରିବା ସହିତ ଉପସ୍ଥିତ ରହି ରକ୍ତ ଦାତା ଉସ୍ଥାହିତ କରିଛନ୍ତି । ଏହିି ରକ୍ତଦାନ ଶିବିରରେ ୨୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।