ଜୀବନ ଜୀବିକା ମିସନ ମେଗା ସମନ୍ଵୟ ମେଳା ଅନୁଷ୍ଠିତ।

0 329

କବିସୂର୍ଯ୍ୟନଗର ,୧୬/୦୮(ପିପିଟି); କବିସୂର୍ଯ୍ୟନଗର ବ୍ଲକ ର ଜୀବନ ଜୀବିକା ମିସିନ ଦ୍ଵାରା ଆୟୋଜିତ ବ୍ଲକ ଲେବେଲ ମେଗା ସମନ୍ୱୟ ମେଳା କବିସୂର୍ଯ୍ୟନଗର କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବକ୍ଲ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ,ବିଡିଓ ବାସୁଦେବ ନାୟକ ଓ ସିଡିପିଓ ବୀଣାପାଣୀ ମିଶ୍ର ଯୋଗଦାନ କରିବା ସହ ଗ୍ରାମୀଣ ମହିଳା ମାନେ କିପରି ସ୍ୱାବଲମ୍ବୀ ହେବେ ସେ ଉପରେ ଆଲୋକପାତ କରିଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.