ବୋଲଗଡ଼,୨୬/୦୧(ପିପିଟି):ସାଧାରଣତନ୍ତ୍ର ଦିବସ ଅବସରରେ ଜନ ଅଧିକାର ମଞ୍ଚ ତରଫରୁ ବୋଲଗଡ଼ ଅଞ୍ଚଳ ରେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରା ଯାଇଛି। ମଞ୍ଚର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସହଯୋଗୀ ଅକ୍ଷୟ ରାଉତରାୟ, ସନ୍ତୋଷ ବେହେରା, ସୁବାଷ ମିଶ୍ର , ପ୍ରଭାତ ରଥ,ମନୋରଞ୍ଜନ ରଥ, ପ୍ରଦୀପ ସାହୁ,ପଙ୍କଜ ବେହେରା ମଞ୍ଚର ବହୁତ ସେବକ ଉପସ୍ଥିତ ଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)