ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତ ଦେହ ।

0 1,122

ବେଲଗୁଣ୍ଠା,୧୪/୦୬(ପିପିଟି); ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ବନଦୁର୍ଗା ଜଙ୍ଗଲ ରୁ ଝୁଲାନ୍ତା ମୃତ୍ୟୁ ଦେହ ଉଦ୍ଧାର। ମୃତ ମହିଳା ଜଣକ ହେଲେ ଲୁଦୁଲୁଦି ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁଙ୍କ ତୃତୀୟ ଝିଅ କୁନି ସ୍ୱାଇଁ (୩୫)। ସୂଚନା ମୁତାବକ ଆଜି ସକାଳେ ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିବା କିଛି ଲୋକ ଦେଖିବା ପରେ ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧିରେଶ ଦାସ ସୂଚନା ଦେଇଛନ୍ତି।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.