ଜଗତସିଂହପୁର ପୌରାଧ୍ୟକ୍ଷ କଂଗ୍ରେସର ଅର୍ଚ୍ଚନା ସିଂହ ନିର୍ବାଚିତ।

0 290

ଜଗତସିଂହପୁର,୨୬/୦୩(ପିପିଟି); ଜଗତସିଂହପୁର ପୌରାଧ୍ୟକ୍ଷ ପଦବୀ କଂଗ୍ରେସ ଦଳକୁ ଯାଇଛି । କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ସିଂହ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜୁଜନତା ଦଳର ପ୍ରାର୍ଥୀନୀ ରାଜଶ୍ରୀ ମହାପାତ୍ରଙ୍କୁ ହରାଇ ବିଜୟୀ ହୋଇଛନ୍ତି । ୪୦ ସଂଖ୍ଯା ବିଶିଷ୍ଟ ଏହି ପୌର ପରିଷଦରେ ବିଜୁ ଜନତା ଦଳର ପ୍ରାର୍ଥୀ ୧୬ଟି ଓ୍ଵାର୍ଡ, କଂଗ୍ରେସ ଦଳର ପ୍ରାର୍ଥୀ ୦୮ଟି ଓ୍ଵାର୍ଡ, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ୦୫ ଟି ଓ୍ଵାର୍ଡରେ ଵିଜୟୀ ହୋଇଥିବା ବେଳେ ୧୧ଟି ଓ୍ଵାର୍ଡରେ ଅନ୍ୟମାନେ ବିଜୟୀ ହୋଇଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.