ଜଗତସିଂହପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷ ହେଲେ ମନୋଜ କୁମାର ଭୋଇ।

0 234

ତିର୍ତ୍ତୋଲ,୧୩/୦୩(ପିପିଟି); ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ଭାବେ ଜଗତସିଂହପୁର ବ୍ଳକର ୩ ନଂ ଜିଲ୍ଲା ପରିଷଦ ଜୋନ ରୁ ନିର୍ବାଚିତ ଵିଜୁ ଜନତା ଦଳର ମନୋଜ କୁମାର ଭୋଇ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ଜଗତସିଂହପୁର ଜିଲ୍ଲାର ସମୁଦାୟ ୨୬ ଟି ଜିଲ୍ଲା ପରିଷଦ ଜୋନରୁ ୨୫ ଟି ଜୋନରୁ ଵିଜୁ ଜନତା ଦଳର ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଥିଵା ବେଳେ ଏରସମା ବ୍ଲକର ୪ ନଂ ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ।
(ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି )

Leave A Reply

Your email address will not be published.