ଛତ୍ରପୁର,୦୫/୦୩(ପିପିଟି): ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ପଦବୀ ପାଇଁ ବିଜେଡିରୁ ଟି. ଲକ୍ଷ୍ମୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଛତ୍ରପୁର ଏନ୍ଏସି ୧ ନମ୍ବରୱାର୍ଡ ପାଇଁ ବିଜେଡିରୁ ପି. ଜଗଦୀଶ କୁମାର, ୨ ନମ୍ବର ପାଇଁ ଅଫ୍ତାବ ହୁସେନ, ୩ ନମ୍ବର ପାଇଁ ମାମା ସେଠୀ, ୪ ନମ୍ବର ପାଇଁ ଜି. ପାପା ରାଓ, ୫ ନମ୍ବର ପାଇଁ ଡି. ଇନ୍ଦୁ, ୬ ନମ୍ବର ପାଇଁ ମମତା ପାତ୍ର, ୭ ନମ୍ବର ପାଇଁ ଏମ୍. ୱାଣୀ ସେନାପତି, ୮ ନମ୍ବର ପାଇଁ କେ.ରମେଶ ରାଓ, ୯ ନମ୍ବର ପାଇଁ ପ୍ରୀତିଛନ୍ଦା ସାମଲ, ୧୦ ନମ୍ବର ପାଇଁ ଏସ୍. ଜଗଦୀଶ ରାଓ, ୧୧ ନମ୍ବର ପାଇଁ ସନ୍ତୋଷୀ ସେଠୀ, ୧୨ ନମ୍ବର ପାଇଁ ବି. ନିଶ୍ଚଳା, ୧୩ ନମ୍ବର ପାଇଁ ସୁମନ୍ତ କୁମାର ନାହାକ ଓ ୧୪ ନମ୍ବର ପାଇଁ ବିଜେଡିରୁ ପି. ତେଜବତୀ ରାଓ ପ୍ରାର୍ଥୀ ହୋଇଛନ୍ତି।ଏ ସଂପର୍କରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଖବଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।