ଛତୁ ଗୋଟାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ଏତଲା ।

0 447

କନ୍ଧମାଳ,୧୧/୦୭(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଜଗବନ୍ଧୁ ବେହେରା ନାମକ ଜୈନକ ଯୁବକ ଦୁଇଜଣ ଯୁବତୀଙ୍କୁ ଅସଦ ବ୍ୟବହାର କରିବା ସହ ପିଛା କରି ଯୁବତୀଙ୍କ ଘର ପାଖକୁ ଯିବା ଫଳରେ ଯୁବତୀଙ୍କ ମା ପ୍ରତିବାଦ କରିବାରୁ ଜଗବନ୍ଧୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଫିରିଙ୍ଗଆ ଥାନାରେ ଏତେଲା ଦେବା ପରେ ପୋଲିସ ୭୮/ ୨୧ ରେ ଧାରା ୩୪୧,୨୯୪,୩୨୩ ,୩୫୪ ଏ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ତୁରନ୍ତ ରିରଫ କରିବାକୁ ପିଡିତାଙ୍କ ପରିବାର ଦାବି କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.