ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ।

0 477

କୋଦଳା,୨୯/୧୧(ପିପିଟି); ରବିବାର କୋଦଳା ଠାରେ ବ୍ରହ୍ମପୁର, ପୁରୁଷୋତ୍ତମପୁର, ଆସିକା, ପୋଲସରା, କୋଦଳାକୁ ନେଇ ମା କନକେଶ୍ଵରୀ ଘରୋଇ ବସ ମାଲିକ ସଂଘର ଏକ ବୈଠକ ସଭାପତି ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣ ଯାତ୍ରୀ କିପରି ସୁବିଧା ରେ ଯିବା ଆସିବା କରିପାରିବେ ତାରି ଉପରେ ଆଲୋଚନା କରାଯାଇଥିଲା । କୋଦଳା ଶାଖା ରେ କେହି ପରିଚାଳକ ନ ଥିବାରୁ ସର୍ବସମ୍ମତ କ୍ରମେ କୋଦଳା ମାଁ ସନ୍ତୋଷୀ ବସ ମାଲିକ ଚୀତ୍ରସେନ ପରିଡାଙ୍କୁ ମନୋନୀତ କରାଯାଇଥିବା ବେଳେ ପୁନର୍ବାର ବାପିନା ବଡୁଙ୍କୁ ଶାଖା କର୍ମକର୍ତ୍ତା ରୂପେ ମନୋନୀତ କରାଯାଇଥିବା ସଭାପତି ପ୍ରକାଶ କରିଥିଲେ।

Leave A Reply

Your email address will not be published.