ଗୁଣପୁର ଠାରେ ଭାରତ ବନ୍ଦ ପାଳନ ସଫଳ ।

0 231

ରାୟଗଡା,୨୬/୦୩(ପିପିଟି); ଗୁଣପୁର ଠାରେ ଅଖିଳଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି AIKSCC ଆନୁକୁଲ୍ୟରେ ୩ ଗୋଟି କୃଷି ଅଧ୍ୟାଦେଶ ବିଲ ଯଥା ମଣ୍ଡି ଉଛେଦର କଳାଆଇନ,ଚୁକ୍ତି ଭିତ୍ତିକ ଚାଷ ଆଇନ୍,୨୦୨୦ ଖାଦ୍ୟ ସୁରକ୍ଷା ସଂଶୋଧନ ଆଇନ,ଭାଗ ଚାଷୀମାନକୁଂ ଚାଷୀର ମାନ୍ୟତା, ସବୁ ଫସଲର ସର୍ବ ନିମ୍ନ ମଜୁରୀ ପ୍ରଦାନ କରିବା ଦାବୀରେ ଅଖିଳ ଭାରତ କୃଷକ ମହାସଭା AIKM ଓ AIKMS ମିଳିତ ଭାବେ ସମର୍ଥନ କରି ବଦଂ ପାଳନ କରାଯାଇଥିଲା।ବନ୍ଦଡାକରାରେ ଜିଲ୍ଲା ସଂପାଦକ ତ୍ରିପତି ଗମାଙ୍ଗ, ଅନାସିନ ଶବର,ଦାମୋଦର ଶବର,ଦିସନ ଗମାଙ୍ଗ, କୈଳାଶ ଶବର,ଜେମସ ଶବର ପ୍ରଭୃତି ନେତୃତ୍ବ ନେଇଥିଲେ।ସେହିପରି ପଦ୍ମପୁର ବ୍ଲକରେ ଅର୍ଜୁନ ଶବର,ଗୁଡାରିରେ ବୃନ୍ଦାବନ ବିଡିକାଙ୍କ ସହିତ ରାୟଗଡା ଜିଲ୍ଲା କମିଟି ଭାଗ ନେଇଥିଲେ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.