ଗାଲେରୀରେ ମେରୁଯାତ୍ରା ବନ୍ଦ କଲା ପ୍ରଶାସନ ।

0 334

ଭଞ୍ଜନଗର,୦୮/୦୪(ପିପିଟି); ଭଞ୍ଜନଗର ବ୍ଲକ ଗାଲେରୀ ଠାରେ କୋଭିଡ଼ କଟକଣା ଅନୁସାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ପାଳନ କରିବାକୁ ପ୍ରଥମେ ପ୍ରଶାସନ ଅନୁମତି ଦେଇଥିଲେ।ହେଲେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କଟକଣା କଡ଼ାକଡ଼ି କରାଯାଇଛି। ବିଶେଷ କରି ଗାଲେରୀ ଦଣ୍ଡଯାତ୍ରା ଓ ମେରୁପର୍ବ ସମୟରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ଼ ଲାଗି ରହିଥାଏ। ଏହି ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଦଣ୍ଡଯାତ୍ରା ପରିଚାଳନା କମିଟି ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.