ଗାଁ ସିଲ୍ କଲେ ସିଂହନପୁର ଗ୍ରାମବାସୀ ।

0 88

ପଦ୍ମପୁର(ପିପିଟି ନ୍ଯୁଜ୍)୧/୦୪:-ଲକଡାଉନ୍ କିଛି ଲୋକ ମାନୁଥିବା ବେଲେ ଆଉ କିଛି ଫାଙ୍କୁଛନ୍ତି। ବିଭିନ୍ନ ଗ୍ରାମରେ ବିନା କାରଣରେ ଘରୁ ବାହାରିବା, ଗାଁ ଦାଣ୍ଡରେ ବସିବା,ଗହଲି କରିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସିଂହନପୁର ଗ୍ରାମର ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଗାଁର ସବୁ ପ୍ରବେଶ ପଥକୁ ଵାଉସ ବାନ୍ଧି ଲକଡ଼ାଉନ୍ କରିଛନ୍ତି। ଜରୁରୀ କାମକୁ ଛାଡି଼ କାହାକୁ ବାହାରକୁ ଛାଡ଼ୁନାହାନ୍ତି।ଏହି ଲକଡ଼ାଉନ୍ ସମୟରେ ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ର ଝଶକେତନ୍ ସାହୁ,ଅର୍ଜୁନ ସାହା,ଡୁଲାଦେବ ସାହା,ସତ୍ୟବାନ୍ ସାହା,ସୁମିତ୍ ସାହୁ,ମାନସ୍ ସାହୁ,ମଣ୍ଟୁ ଵରିହା,ସୁନିଲ୍ ବରିହା,ପିଣ୍ଟୁ ସାହା, ଟିଙ୍କୁ ସାହା, ମନରଞ୍ଜନ ସାହା,ଗୋପାଲ ନିଆରା, ଅର୍ଜୁନ ସାହା,ଈଶ୍ୱର ମେହେର, ସୁମନ ବରିହା, ପିଣ୍ଟୁ ଖର୍ସେଲ, ପଙ୍କଜ ଖର୍ସେଲ, ସୁରେଶ ଖର୍ସେଲ,ଫିରୋଜ କମଳିଆ,ସୋନୁ ବିଭାର,ରିପୁ ମେହେର,ଭାଗ ସାହୁ,ଭୂଜ ସାହୁ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ:- ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.