ଗଣିଆ ରେ କ୍ଲିନ୍ ଇଣ୍ଡିଆ ପୋଗ୍ରାମ୍ ଅନୁଷ୍ଠିତ ।

0 248

ନୟାଗଡ,୨୩/୧୦(ପିପିଟି):ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଭାରତର ସବୁ ଜାଗାରେ ଚାଲିଥିବା ଏହି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ଆହ୍ବାନ ଗଣିଆ ବ୍ଲକର କିଶ୍ବର ଚନ୍ଦ୍ର ନୋଡାଲ ହାଇସ୍କୁଲୁ ଓ ପୁରୁଣା ବାଳିକା ନୋଡାଲ ହାଇସ୍କୁଲର ସାଇକେଲ ଷ୍ଟାଣ୍ଡ,ମୁଖ୍ୟ ରାସ୍ତା ସଫକାରିବା ସହିତ ପରିବେଶକୁ ପ୍ଲାଷ୍ଟିକ ଓ ପଲଥିନି ମୁକ୍ତ କରିବା ପାଇଁ ପାୟସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଲକ ର ସ୍ୱଚ୍ଛାସେବୀ ଶୁଭାଶିଷ ମିଶ୍ର, ତୃଶାର ମଲିକ,ଆଲୋକ କୁମାର ସାହୁଙ୍କ ସହିତ ଭାପୁର ବ୍ଲକର ୟଙ୍ଗଷ୍ଟାର ୟୁଥ୍ କ୍ଳବର କିଛି ସଦସ୍ୟଙ୍କ ସହିତ ଭାପୁର ବ୍ଲକର ସ୍ଵେଚ୍ଛାସେବୀ ସତ୍ୟବ୍ରତ ମହାରଣା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ପ୍ରୟାସ ସମସ୍ତେ ଜାରିରଖିବା ସହିତ ନିଜେ ଏହି ଭଳି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ ।

(ରିପୋର୍ଟ- ଜିତେନ୍ଦ୍ର ମହାପାତ୍ର। )

Leave A Reply

Your email address will not be published.