ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୧ ।

0 1,215

ବ୍ରହ୍ମପୁର,ତା-୦୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୩,୨୧୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୭,୫୬୪, ଚିକିତ୍ସିତ ସଂଖ୍ୟା ୧୪,୨୫୭, ମୃତ ସଂଖ୍ୟା ୧,୩୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୧୯୯, ସୁସ୍ଥ ସଂଖ୍ୟା ୨୦,୮୨୦, ଚିକିତ୍ସିତ ସଂଖ୍ୟା ୧୪୧ ଏବଂ ମୃତ ସଂଖ୍ୟା ୨୩୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧ ବୋଲି ଜଣାପଡିଛି ।

Leave A Reply

Your email address will not be published.