ବ୍ରହ୍ମପୁର,ତା-୩୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୩,୮୩୮, ଚିକିତ୍ସିତ ସଂଖ୍ୟା ୧୪,୯୦୫, ମୃତ ସଂଖ୍ୟା ୧,୩୨୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୨ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୧୬୯, ସୁସ୍ଥ ସଂଖ୍ୟା ୨୦,୭୭୧, ଚିକିତ୍ସିତ ସଂଖ୍ୟା ୧୬୦ ଏବଂ ମୃତ ସଂଖ୍ୟା ୨୩୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୭୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨ ବୋଲି ଜଣାପଡିଛି ।