ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୦ ।

0 1,333

ବ୍ରହ୍ମପୁର,ତା-୨୬/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୨,୬୯୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୪,୧୦୪, ଚିକିତ୍ସିତ ସଂଖ୍ୟା ୧୭,୨୮୧, ମୃତ ସଂଖ୍ୟା ୧,୨୫୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୦୫୭, ସୁସ୍ଥ ସଂଖ୍ୟା ୨୦,୬୪୩, ଚିକିତ୍ସିତ ସଂଖ୍ୟା ୧୭୯ ଏବଂ ମୃତ ସଂଖ୍ୟା ୨୨୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୮୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦ ବୋଲି ଜଣାପଡିଛି ।

Leave A Reply

Your email address will not be published.