ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୩ ।

0 1,166

ବ୍ରହ୍ମପୁର,ତା-୨୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୨୧୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୨,୦୩୧, ଚିକିତ୍ସିତ ସଂଖ୍ୟା ୧୭,୮୮୬, ମୃତ ସଂଖ୍ୟା ୧,୨୪୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୦୩୭, ସୁସ୍ଥ ସଂଖ୍ୟା ୨୦,୬୧୯,ଚିକିତ୍ସିତ ସଂଖ୍ୟା ୧୮୪ ଏବଂ ମୃତ ସଂଖ୍ୟା ୨୨୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୩୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩ ବୋଲି ଜଣାପଡିଛି ।

Leave A Reply

Your email address will not be published.