ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୫ ।

0 1,208

ବ୍ରହ୍ମପୁର,ତା-୨୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୯,୪୧୮, ଚିକିତ୍ସିତ ସଂଖ୍ୟା ୧୮,୮୮୨, ମୃତ ସଂଖ୍ୟା ୧,୨୨୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୦୦୪, ସୁସ୍ଥ ସଂଖ୍ୟା ୨୦,୫୭୭,ଚିକିତ୍ସିତ ସଂଖ୍ୟା ୧୯୪ ଏବଂ ମୃତ ସଂଖ୍ୟା ୨୨୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୯୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୫ ବୋଲି ଜଣାପଡିଛି ।

Leave A Reply

Your email address will not be published.