ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୯ ।

0 1,357

ବ୍ରହ୍ମପୁର,ତା-୨୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୯,୫୭୫, ଚିକିତ୍ସିତ ସଂଖ୍ୟା ୨୧,୪୫୪, ମୃତ ସଂଖ୍ୟା ୧,୧୬୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୮୮୮, ସୁସ୍ଥ ସଂଖ୍ୟା ୨୦,୪୫୮,ଚିକିତ୍ସିତ ସଂଖ୍ୟା ୧୯୭ ଏବଂ ମୃତ ସଂଖ୍ୟା ୨୨୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୦୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯ ବୋଲି ଜଣାପଡିଛି ।

Leave A Reply

Your email address will not be published.