ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୭ ।

0 1,282

ବ୍ରହ୍ମପୁର,ତା-୦୭/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୦,୯୯୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୧୦,୨୧୭, ଚିକିତ୍ସିତ ସଂଖ୍ୟା ୨୯,୭୭୦, ମୃତ ସଂଖ୍ୟା ୯୫୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୪୬୭, ସୁସ୍ଥ ସଂଖ୍ୟା ୨୦,୦୦୩,ଚିକିତ୍ସିତ ସଂଖ୍ୟା ୨୩୫ ଏବଂ ମୃତ ସଂଖ୍ୟା ୨୨୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୯୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୭ ବୋଲି ଜଣାପଡିଛି ।

Leave A Reply

Your email address will not be published.