ବ୍ରହ୍ମପୁର,ତା-୦୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୦୨,୩୦୨, ଚିକିତ୍ସିତ ସଂଖ୍ୟା ୩୨,୦୫୧, ମୃତ ସଂଖ୍ୟା ୯୨୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୩୭୬, ସୁସ୍ଥ ସଂଖ୍ୟା ୧୯,୯୦୫,ଚିକିତ୍ସିତ ସଂଖ୍ୟା ୨୪୨ ଏବଂ ମୃତ ସଂଖ୍ୟା ୨୨୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୧୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୩ ବୋଲି ଜଣାପଡିଛି ।