ବ୍ରହ୍ମପୁର,ତା-୦୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୯,୩୮୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୪,୧୨୮, ଚିକିତ୍ସିତ ସଂଖ୍ୟା ୩୪,୩୧୪, ମୃତ ସଂଖ୍ୟା ୮୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୨ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୨୭୬, ସୁସ୍ଥ ସଂଖ୍ୟା ୧୯,୭୭୮,ଚିକିତ୍ସିତ ସଂଖ୍ୟା ୨୬୯ ଏବଂ ମୃତ ସଂଖ୍ୟା ୨୨୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୫୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୨ ବୋଲି ଜଣାପଡିଛି ।