ବ୍ରହ୍ମପୁର,ତା-୦୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୦,୦୮୦, ଚିକିତ୍ସିତ ସଂଖ୍ୟା ୩୫,୩୨୬, ମୃତ ସଂଖ୍ୟା ୮୭୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୨୨୪, ସୁସ୍ଥ ସଂଖ୍ୟା ୧୯,୭୩୯,ଚିକିତ୍ସିତ ସଂଖ୍ୟା ୨୫୭ ଏବଂ ମୃତ ସଂଖ୍ୟା ୨୨୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୦୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧ ବୋଲି ଜଣାପଡିଛି ।