ବ୍ରହ୍ମପୁର,ତା-୩୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୧,୪୮୧, ଚିକିତ୍ସିତ ସଂଖ୍ୟା ୩୬,୭୪୩, ମୃତ ସଂଖ୍ୟା ୮୪୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୧୫୧, ସୁସ୍ଥ ସଂଖ୍ୟା ୧୯,୬୩୬,ଚିକିତ୍ସିତ ସଂଖ୍ୟା ୨୮୭ ଏବଂ ମୃତ ସଂଖ୍ୟା ୨୨୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୪୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪ ବୋଲି ଜଣାପଡିଛି ।