ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୩ ।

0 1,120

ବ୍ରହ୍ମପୁର,ତା-୨୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୧,୦୪୪, ଚିକିତ୍ସିତ ସଂଖ୍ୟା ୩୯,୨୩୨, ମୃତ ସଂଖ୍ୟା ୭୬୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୯୩୪, ସୁସ୍ଥ ସଂଖ୍ୟା ୧୯,୪୦୮,ଚିକିତ୍ସିତ ସଂଖ୍ୟା ୩୦୦ ଏବଂ ମୃତ ସଂଖ୍ୟା ୨୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୩ ବୋଲି ଜଣାପଡିଛି ।

Leave A Reply

Your email address will not be published.