ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ।

0 1,136

ବ୍ରହ୍ମପୁର,ତା-୨୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୬,୮୮୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୭,୨୬୫, ଚିକିତ୍ସିତ ସଂଖ୍ୟା ୩୮,୮୧୮, ମୃତ ସଂଖ୍ୟା ୭୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୦ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୮୭୧, ସୁସ୍ଥ ସଂଖ୍ୟା ୧୯,୩୦୯,ଚିକିତ୍ସିତ ସଂଖ୍ୟା ୩୩୬ ଏବଂ ମୃତ ସଂଖ୍ୟା ୨୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୪୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ବୋଲି ଜଣାପଡିଛି ।

Leave A Reply

Your email address will not be published.