ବ୍ରହ୍ମପୁର ,ତା-୩୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୦,୭୧୪, ଚିକିତ୍ସିତ ସଂଖ୍ୟା ୨୯,୬୮୫, ମୃତ ସଂଖ୍ୟା ୪୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୧୬ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୬୭୨, ସୁସ୍ଥ ସଂଖ୍ୟା ୧୫,୮୮୩,ଚିକିତ୍ସିତ ସଂଖ୍ୟା ୧,୫୯୨ ଏବଂ ମୃତ ସଂଖ୍ୟା ୧୮୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୧୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧୬ ବୋଲି ଜଣାପଡିଛି ।