ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୯ ।

0 1,370

ବ୍ରହ୍ମପୁର ,ତା-୨୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୭,୮୨୬, ଚିକିତ୍ସିତ ସଂଖ୍ୟା ୨୯,୫୭୧, ମୃତ ସଂଖ୍ୟା ୪୭୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୬୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୪୫୬, ସୁସ୍ଥ ସଂଖ୍ୟା ୧୫,୬୬୬,ଚିକିତ୍ସିତ ସଂଖ୍ୟା ୧,୫୯୭ ଏବଂ ମୃତ ସଂଖ୍ୟା ୧୮୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୫୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୯ ବୋଲି ଜଣାପଡିଛି ।

Leave A Reply

Your email address will not be published.