ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୭ ।

0 1,176

ବ୍ରହ୍ମପୁର ,ତା-୧୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୬,୪୭୯, ଚିକିତ୍ସିତ ସଂଖ୍ୟା ୧୫,୮୦୭, ମୃତ ସଂଖ୍ୟା ୩୧୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୮୪୨, ସୁସ୍ଥ ସଂଖ୍ୟା ୧୧,୫୪୮,ଚିକିତ୍ସିତ ସଂଖ୍ୟା ୨,୧୩୯ ଏବଂ ମୃତ ସଂଖ୍ୟା ୧୪୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୮୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬୭ ବୋଲି ଜଣାପଡିଛି ।

Leave A Reply

Your email address will not be published.