ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩୩ ।

0 1,114

ବ୍ରହ୍ମପୁର ,ତା-୧୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୧,୭୮୫, ଚିକିତ୍ସିତ ସଂଖ୍ୟା ୧୫,୩୩୩, ମୃତ ସଂଖ୍ୟା ୨୮୬ ଓ ଅନ୍ଯ ମୃତ ସଂଖ୍ୟା ୫୧ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୦୮୮, ସୁସ୍ଥ ସଂଖ୍ୟା ୧୦,୫୭୩,ଚିକିତ୍ସିତ ସଂଖ୍ୟା ୨,୩୭୦ ଏବଂ ମୃତ ସଂଖ୍ୟା ୧୩୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୨୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩୩ ବୋଲି ଜଣାପଡିଛି ।

Leave A Reply

Your email address will not be published.