ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭୪ ।

0 1,059

ବ୍ରହ୍ମପୁର ,ତା-୦୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୮,୬୯୮, ଚିକିତ୍ସିତ ସଂଖ୍ୟା ୧୫,୧୮୮, ମୃତ ସଂଖ୍ୟା ୨୫୯ ଓ ଅନ୍ଯ ମୃତ ସଂଖ୍ୟା ୪୮ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୬୩୩, ସୁସ୍ଥ ସଂଖ୍ୟା ୯,୬୧୧,ଚିକିତ୍ସିତ ସଂଖ୍ୟା ୨,୮୮୯ ଏବଂ ମୃତ ସଂଖ୍ୟା ୧୨୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୪୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭୪ ବୋଲି ଜଣାପଡିଛି ।

Leave A Reply

Your email address will not be published.