ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୧ ।

0 1,146

ବ୍ରହ୍ମପୁର,ତା-୧୫/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୯୪୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୮୯୮, ଚିକିତ୍ସିତ ସଂଖ୍ୟା ୨,୧୬୬, ମୃତ ସଂଖ୍ୟା ୧,୮୯୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୪୨, ସୁସ୍ଥ ସଂଖ୍ୟା ୨୧,୫୭୨, ଚିକିତ୍ସିତ ସଂଖ୍ୟା ୧୪ ଏବଂ ମୃତ ସଂଖ୍ୟା ୨୪୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୧ ବୋଲି ଜଣାପଡିଛି ।

Leave A Reply

Your email address will not be published.