ବ୍ରହ୍ମପୁର,ତା-୧୩/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୫୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୪୫୨, ଚିକିତ୍ସିତ ସଂଖ୍ୟା ୨,୧୪୧, ମୃତ ସଂଖ୍ୟା ୧,୮୯୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୪୧, ସୁସ୍ଥ ସଂଖ୍ୟା ୨୧,୫୬୭, ଚିକିତ୍ସିତ ସଂଖ୍ୟା ୧୮ ଏବଂ ମୃତ ସଂଖ୍ୟା ୨୪୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୪ ବୋଲି ଜଣାପଡିଛି ।