ବ୍ରହ୍ମପୁର,ତା-୦୩/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୫,୯୬୫, ଚିକିତ୍ସିତ ସଂଖ୍ୟା ୨,୪୦୮, ମୃତ ସଂଖ୍ୟା ୧,୮୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୧୨, ସୁସ୍ଥ ସଂଖ୍ୟା ୨୧,୫୪୩, ଚିକିତ୍ସିତ ସଂଖ୍ୟା ୧୪ ଏବଂ ମୃତ ସଂଖ୍ୟା ୨୪୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୧ ବୋଲି ଜଣାପଡିଛି ।