ବ୍ରହ୍ମପୁର,ତା-୩୧/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୬୨୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୫,୧୦୩, ଚିକିତ୍ସିତ ସଂଖ୍ୟା ୨,୫୯୨, ମୃତ ସଂଖ୍ୟା ୧,୮୭୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୦୮, ସୁସ୍ଥ ସଂଖ୍ୟା ୨୧,୫୩୨, ଚିକିତ୍ସିତ ସଂଖ୍ୟା ୨୨ ଏବଂ ମୃତ ସଂଖ୍ୟା ୨୪୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୧୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୩ ବୋଲି ଜଣାପଡିଛି ।