ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୫।

0 1,175

ବ୍ରହ୍ମପୁର,ତା-୧୮/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୦୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୦,୫୮୪, ଚିକିତ୍ସିତ ସଂଖ୍ୟା ୩,୦୩୯ ମୃତ ସଂଖ୍ୟା ୧,୮୨୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୫୫, ସୁସ୍ଥ ସଂଖ୍ୟା ୨୧,୪୬୯, ଚିକିତ୍ସିତ ସଂଖ୍ୟା ୩୨ ଏବଂ ମୃତ ସଂଖ୍ୟା ୨୪୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୫ ବୋଲି ଜଣାପଡିଛି ।

Leave A Reply

Your email address will not be published.