ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪ ।

0 1,269

ବ୍ରହ୍ମପୁର,ତା-୨୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୯,୭୪୭, ଚିକିତ୍ସିତ ସଂଖ୍ୟା ୬,୨୫୯ ମୃତ ସଂଖ୍ୟା ୧,୭୩୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୬୨୭, ସୁସ୍ଥ ସଂଖ୍ୟା ୨୧,୩୨୦, ଚିକିତ୍ସିତ ସଂଖ୍ୟା ୫୯ ଏବଂ ମୃତ ସଂଖ୍ୟା ୨୪୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୫୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୪ ବୋଲି ଜଣାପଡିଛି ।

Leave A Reply

Your email address will not be published.