ବ୍ରହ୍ମପୁର,ତା-୨୫/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୭,୩୭୪, ଚିକିତ୍ସିତ ସଂଖ୍ୟା ୬,୮୮୭ ମୃତ ସଂଖ୍ୟା ୧,୬୮୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୫୯୭, ସୁସ୍ଥ ସଂଖ୍ୟା ୨୧,୨୮୫, ଚିକିତ୍ସିତ ସଂଖ୍ୟା ୬୪ ଏବଂ ମୃତ ସଂଖ୍ୟା ୨୪୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୩୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୨ ବୋଲି ଜଣାପଡିଛି ।