ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୩ ।

0 1,064

ବ୍ରହ୍ମପୁର,ତା-୨୦/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୫୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୨,୭୯୬, ଚିକିତ୍ସିତ ସଂଖ୍ୟା ୮,୦୮୮, ମୃତ ସଂଖ୍ୟା ୧,୬୦୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୫୪୧, ସୁସ୍ଥ ସଂଖ୍ୟା ୨୧,୨୨୧, ଚିକିତ୍ସିତ ସଂଖ୍ୟା ୭୬ ଏବଂ ମୃତ ସଂଖ୍ୟା ୨୩୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୫୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩ ବୋଲି ଜଣାପଡିଛି ।

Leave A Reply

Your email address will not be published.