ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୧ ।

0 1,329

ବ୍ରହ୍ମପୁର,ତା-୧୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୮୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୧,୭୭୭, ଚିକିତ୍ସିତ ସଂଖ୍ୟା ୮,୩୬୬, ମୃତ ସଂଖ୍ୟା ୧,୫୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୫୨୮, ସୁସ୍ଥ ସଂଖ୍ୟା ୨୧,୨୦୬, ଚିକିତ୍ସିତ ସଂଖ୍ୟା ୮୦ ଏବଂ ମୃତ ସଂଖ୍ୟା ୨୩୪ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧ ବୋଲି ଜଣାପଡିଛି ।

Leave A Reply

Your email address will not be published.