ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୭ ।

0 1,214

ବ୍ରହ୍ମପୁର,ତା-୧୧/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୦୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୧,୧୩୭, ଚିକିତ୍ସିତ ସଂଖ୍ୟା ୧୨,୩୪୧, ମୃତ ସଂଖ୍ୟା ୧,୪୬୯ ଓ ଅନ୍ଯ ମୃତ ୫୩ । ନୂତନ ଆକ୍ରାନ୍ତ ୨୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୪୩୧, ସୁସ୍ଥ ସଂଖ୍ୟା ୨୧,୦୬୨, ଚିକିତ୍ସିତ ସଂଖ୍ୟା ୧୨୯ ଏବଂ ମୃତ ସଂଖ୍ୟା ୨୩୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୨୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭ ବୋଲି ଜଣାପଡିଛି ।

Leave A Reply

Your email address will not be published.