ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୧ ।

0 1,278

ବ୍ରହ୍ମପୁର,ତା-୦୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୧୪୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୫,୧୭୪, ଚିକିତ୍ସିତ ସଂଖ୍ୟା ୧୩,୫୦୩, ମୃତ ସଂଖ୍ୟା ୧,୪୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୩୬୩, ସୁସ୍ଥ ସଂଖ୍ୟା ୨୦,୯୭୩, ଚିକିତ୍ସିତ ସଂଖ୍ୟା ୧୫୧ ଏବଂ ମୃତ ସଂଖ୍ୟା ୨୩୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୭୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧ ବୋଲି ଜଣାପଡିଛି ।

Leave A Reply

Your email address will not be published.