ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୬ ।

0 1,396

ବ୍ରହ୍ମପୁର,ତା-୦୬/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮,୭୬୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୩,୫୩୩, ଚିକିତ୍ସିତ ସଂଖ୍ୟା ୧୩,୭୮୯, ମୃତ ସଂଖ୍ୟା ୧,୩୯୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୬ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୩୪୨, ସୁସ୍ଥ ସଂଖ୍ୟା ୨୦,୯୪୧, ଚିକିତ୍ସିତ ସଂଖ୍ୟା ୧୬୨ ଏବଂ ମୃତ ସଂଖ୍ୟା ୨୩୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୯୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୬ ବୋଲି ଜଣାପଡିଛି ।

Leave A Reply

Your email address will not be published.