ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୩ ।

0 1,501

ବ୍ରହ୍ମପୁର,ତା-୦୫/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୨,୦୭୩, ଚିକିତ୍ସିତ ସଂଖ୍ୟା ୧୩,୭୭୦, ମୃତ ସଂଖ୍ୟା ୧,୩୭୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୩୦୬, ସୁସ୍ଥ ସଂଖ୍ୟା ୨୦,୯୧୫, ଚିକିତ୍ସିତ ସଂଖ୍ୟା ୧୬୨ ଏବଂ ମୃତ ସଂଖ୍ୟା ୨୩୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩ ବୋଲି ଜଣାପଡିଛି ।

Leave A Reply

Your email address will not be published.