ଗଞ୍ଜାମ ଜିଲ୍ଲାପାଳଙ୍କ ହାତୀଓଟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ।

0 594

ପୋଲସରା,୦୭/୦୧(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଆଦର୍ଶ ବିଦ୍ୟାଳୟକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଆବଶକ୍ୟ ଭିତ୍ତି ଭୂମି ଉପରେ ଅନୁଧ୍ୟାନ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ପୋଲସରା ବିଡ଼ିଓ, ବିଇଓ ଉପସ୍ଥିତ ଥିଲେ।

Leave A Reply

Your email address will not be published.