ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୨୦୫ ଜଣଙ୍କ ମାମଲା

0 191

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୭/୦୩-ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ ନିୟମ ଉଲ୍ଲଂଘନକାରୀଙ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗୁରୁବାର ସୁଦ୍ଧା ଗଞ୍ଜାମ ପୋଲିସ୍ ଜିଲ୍ଲାରେ ୯୫ଟି ମାମଲାରେ ୧୯୫ଜଣଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ସେହିଭଳି ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ମଧ୍ୟ ୧୧୦ ଜଣଙ୍କ ନାମ ରେ ମାମଲା ରୁଜୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଏଥିସହିତ କଳା ବଜାରୀଙ୍କ ଉପରେ ନଜର ରଖିଛି ।ଗଞ୍ଜାମ ଏସପି ଓ ବ୍ରହ୍ମପୁର ଏସପି ପ୍ରତ୍ଯକ୍ଷ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.