ପାରଳାଖେମୁଣ୍ଡି,ତା-୨୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୩,୫୭୧, ଚିକିତ୍ସିତ ସଂଖ୍ୟା ୩୮,୧୭୨, ମୃତ ସଂଖ୍ୟା ୮୧୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୧ ସହ ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୫୧୬, ସୁସ୍ଥ ସଂଖ୍ୟା ୩,୩୧୩,ଚିକିତ୍ସିତ ସଂଖ୍ୟା ୧୭୯ ଏବଂ ମୃତ ସଂଖ୍ୟା ୨୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୩୫ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧ ବୋଲି ଜଣାପଡିଛି ।