ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୯ ।

0 359

ପାରଳାଖେମୁଣ୍ଡି ,ତା-୦୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୦,୩୩୧, ଚିକିତ୍ସିତ ସଂଖ୍ୟା ୨୯,୨୯୯, ମୃତ ସଂଖ୍ୟା ୫୩୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୯ ସହ ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୯୬୦, ସୁସ୍ଥ ସଂଖ୍ୟା ୨,୭୫୨,ଚିକିତ୍ସିତ ସଂଖ୍ୟା ୧୮୯ ଏବଂ ମୃତ ସଂଖ୍ୟା ୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୫୪୩ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୯ ବୋଲି ଜଣାପଡିଛି ।

Leave A Reply

Your email address will not be published.